ଅଭିନେତା ଅନୁଭବ ମହାନ୍ତିଙ୍କୁ ଆଶ୍ବସ୍ତି


ଅଭିନେତା ଅନୁଭବ ମହାନ୍ତିଙ୍କୁ ଆଶ୍ବସ୍ତି।ତଳ କୋର୍ଟଙ୍କ ନିର୍ଦେଶ ଉପରେ ହାଇକୋର୍ଟଙ୍କ ରୋକ୍।ତଳ କୋର୍ଟଙ୍କ NBW ଉପରେ ହାଇକୋର୍ଟଙ୍କ ରୋକ୍।ଆତ୍ମସମର୍ପଣ ପାଇଁ ନିର୍ଦେଶ ଦେଇଥିଲେ କୋର୍ଟ।ପୁରୀଘାଟ ଥାନା IICଙ୍କୁ ନିର୍ଦେଶ ଦେଇଥିଲେ JMFC କୋର୍ଟ।ବର୍ଷାଙ୍କୁ ନିର୍ଯାତନା ମାମଲାର ଶୁଣାଣିରେ ହାଜର ହେଉନଥିଲେ।


error: Content is protected !!