ବାଲେଶ୍ବରରେ ବିଜେପିର ବଡ଼ ରଣନୀତି


ବାଲେଶ୍ବରରେ ପହଞ୍ଚିଲେ ରାଜ୍ୟ ବିଜେପିର ୫ ତୁଙ୍ଗ ନେତା।ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ ପହଞ୍ଚିଲେ।ମନମୋହନ ସାମଲ ଏବଂ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ପହଞ୍ଚିଲେ।ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ ୫ ବରିଷ୍ଠ ନେତା।


error: Content is protected !!