୩ୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି।ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ସବୁଠୁ ଧନୀ।ସନାତନ ମହାକୁଡ଼ଙ୍କ ମୋଟ ସଂପତ୍ତି ମୂଲ୍ୟ ୨୨୭ କୋଟି ୬୭ ଲକ୍ଷ।ଘଷିପୁରାର ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଦ୍ବିତୀୟ ବଡ଼ ଧନୀ।ସୌମ୍ୟଙ୍କ ମୋଟ ସଂପତ୍ତି ପରିମାଣ ୧୨୨ କୋଟି ୮୬ ଲକ୍ଷ।ନୟାଗଡ଼ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ତୃତୀୟ ସର୍ବାଧିକ ଧନୀ।ପ୍ରତ୍ୟୁଷା ରାଜେଶ୍ବରୀଙ୍କ ମୋଟ ସଂପତ୍ତି ପରିମାଣ ୧୨୦ କୋଟି ୫୬ ଲକ୍ଷ।


error: Content is protected !!