ନିଜ ରାଜ୍ୟ ସମ୍ଭାଳନ୍ତୁ ବିଜେପି ନେତା


ନିଜ ରାଜ୍ୟ ସମ୍ଭାଳନ୍ତୁ ବିଜେପି ନେତା।ବିଜେପିର ବାହାର ନେତାଙ୍କୁ ନବୀନଙ୍କ ଟାର୍ଗେଟ।କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସୁଛନ୍ତି।ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସୁଛନ୍ତି।ସମସ୍ତେ ଓଡ଼ିଶାକୁ ନମ୍ବର ଓ୍ବାନ କରିବାକୁ କହୁଛନ୍ତି।ଏହି ମୁଖ୍ୟମନ୍ତ୍ରୀମାନେ ଆଗ ନିଜ ରାଜ୍ୟ ସମ୍ଭାଳନ୍ତୁ।


error: Content is protected !!