ମୋଦିଙ୍କ ପାଇଁ କଟକରେ ୩୦ପ୍ଲାଟୁନ


କାଲି ପୁରୀ ପରେ କଟକରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ।ମୋଦିଙ୍କ ଗସ୍ତ ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ।୧୫୦ ଅଫିସର, ୨୨ ଏସିପିଙ୍କ ସମେତ ୩୦ ପ୍ଲାଟୁନ୍ ଫୋର୍ସ।ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା ଦୃଷ୍ଟିରୁ ଡ୍ରୋନ୍ ଉପରେ କଟକଣା।


error: Content is protected !!