ରେଙ୍ଗାଲିରେ କାର୍ତ୍ତିକ ପାଣ୍ଡିଆନଙ୍କର ପ୍ରଚାର ।


ରେଙ୍ଗାଲିରେ କାର୍ତ୍ତିକ ପାଣ୍ଡିଆନଙ୍କର ପ୍ରଚାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି ମିଶନଶକ୍ତି ବନ୍ଦ କରିଦେବେ ଭଲ ଯୋଜନା ଆଣିବେ କିନ୍ତୁ ୧୦ବର୍ଷ ହେଲା କରୁଥିଲେ କଣ । ରେଙ୍ଗାଲିବାସୀଙ୍କୁ କହିଥିଲେ ଚିହ୍ନିକି ରଖନ୍ତୁ କିଏ କ୍ଷମତା ଲୋଭରେ ରାଜନୀତି କରୁଛନ୍ତି । ବିକାଶଧାରାକୁ ଅବ୍ୟାହତ ରଖିବା ପାଇଁ ଯୋଡ଼ା ଶଙ୍ଖରେ ଭୋଟ ଦେବାକୁ କଲେ ନିବେଦନ ।


error: Content is protected !!