EVM ତ୍ରୁଟିରୁ ବିଭିନ୍ନ ସ୍ଥାନରେ ମତଦାନ ବାଧାପ୍ରାପ୍ତ


EVM ତ୍ରୁଟିରୁ ବିଭିନ୍ନ ସ୍ଥାନରେ ମତଦାନ ବାଧାପ୍ରାପ୍ତ।ବରଗଡ଼ ମାଷ୍ଟରଟିକ୍ରା ସ୍ଥିତ ୫୬ ଓ ୫୭ନଂ ବୁଥ୍‌ରେ EVM ତ୍ରୁଟି।ଖଲ୍ଲିକୋଟ ପିଟଣାପଲ୍ଲୀ ଗାଁ ୬୦ନଂ ବୁଥ୍‌ରେ ମତଦାନ ବିଳମ୍ବ।ବିନିକା ଓରିଗାଁ ୧୭ନଂ ବୁଥ୍‌ରେ ବି ଇଭିଏମ୍ ତ୍ରୁଟିରୁ ମତଦାନ ବିଳମ୍ବ।ଟିଟିଲାଗଡ଼ ୧୯୧ ଏବଂ ୧୫୧ ନଂ ବୁଥ୍‌ରେ ମତଦାନ ବିଳମ୍ବ।


error: Content is protected !!