ପ୍ରିଜାଇଡିଂ ଅଫିସର ଅସୁସ୍ଥ


ସୁନ୍ଦରଗଡ଼ ୨୧୧ନଂ ବୁଥରେ ଅସୁସ୍ଥ ହେଲେ ପ୍ରିଜାଇଡିଂ ଅଫିସର।EVM ତ୍ରୁଟିକୁ ନେଇ ଗ୍ରାମବାସୀଙ୍କ ବିରୋଧ ବେଳେ ଅସୁସ୍ଥ ହେଲେ।ଅଚେତ ଅବସ୍ଥାରେ ମହିଳା ପ୍ରିଜାଇଡିଂ ଅଫିସର ମେଡିକାଲରେ ଭର୍ତ୍ତି।ମତଦାନ ବିଳମ୍ବ ହେବାରୁ ବୁଥରେ ଉତ୍ତେଜନା ଦେଖାଦେଇଥିଲା।


error: Content is protected !!