ଆସନ୍ତା ୨୨ରେ ସୃଷ୍ଟିହେବ ଲଘୁଚାପ


ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା।ବାଲେଶ୍ବର, ଭଦ୍ରକ, ଯାଜପୁର, କଟକରେ ମଧ୍ୟ ବର୍ଷା ସୂଚନା।ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ପ୍ରବଳ ବର୍ଷା ସୂଚନା।କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ୨୦୦ ମିମି ବର୍ଷା ସୂଚନା।


error: Content is protected !!