ପ୍ରତିକ୍ରିୟା ରଖିଲେ ସିଇଓ


ସାରଦା ନାୟକଙ୍କୁ ପୋଲିସ ଉଠାଇନେବା ଘଟଣା।ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟ ନିର୍ବାଚନ ଅଧିକାରୀ।ସାରଦା ନାୟକଙ୍କୁ ପୋଲିସ ହେପାଜତକୁ ନେଇନି।ବୁଥ୍‌ରେ ଥିବାବେଳେ ବିରୋଧୀ ବିରୋଧ କରିଥିଲେ।ବିରୋଧୀଙ୍କ ବିରୋଧ ଯୋଗୁଁ ତାଙ୍କୁ ରେସ୍କ୍ୟୁ କରାଯାଇଛି।


error: Content is protected !!