ମାହାଙ୍ଗାରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର


ଓଡ଼ିଶାରେ UP ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର।କେନ୍ଦ୍ରାପଡ଼ାବାସୀଙ୍କୁ ଅଭିନନ୍ଦନ ଜଣାଇବାକୁ UPରୁ ଆସିଛି।ଗଣତନ୍ତ୍ରରେ ପ୍ରଶାସକ ରାଜ୍ୟ ଚଳାଇଲେ ଅବ୍ୟବସ୍ଥା ହୁଏ।ପ୍ରଶାସକମାନେ ରାଜ୍ୟ ଚଳାଇଲେ ଗରିବୀ ଓ ମାଫିଆରାଜ୍ ବଢ଼େ।ପ୍ରସାଶକମାନେ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି।ମୋଦିଙ୍କ ଶାସନରେ ବଦଳୁଥିବା ଭାରତକୁ ଦେଖୁଛୁ।ସୀମା ସୁରକ୍ଷିତ ହୋଇଛି, ବିଦେଶରେ ଭାରତର ସମ୍ମାନ ବଢ଼ିଛି।ଆତଙ୍କବାଦ ଓ ନକ୍ସଲବାଦ ଶେଷ ହୋଇଛି ଯୋଗୀ।


error: Content is protected !!