ବିଜେପିକୁ କାଉଣ୍ଟର କରି ବିଜେଡିର ଚିଠି


ବିଜେପିକୁ କାଉଣ୍ଟର କରି ଚିଠି ଲେଖିଲା ବିଜେଡି।ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଅମର ପଟ୍ଟନାୟକଙ୍କ ଚିଠି।SCB ମନସ୍ତତ୍ବ ବିଭାଗକୁ ଚିଠି ଲେଖିଲେ ଅମର ପଟ୍ଟନାୟକ।ବିଜେପିର ୪ ନେତା ମାନସିକ ଭାରସାମ୍ୟ ହରାଇଛନ୍ତି।ବିଜେପିର ୪ ନେତାଙ୍କ ଚିକିତ୍ସା ଓ କାଉନସିଲିଂ ଆବଶ୍ୟକ।


error: Content is protected !!