ଗଣେଶ ପୂଜାରୁ ନୂଆ ସଂସଦ ଭବନ


ଗଣେଶ ପୂଜାରୁ ନୂଆ ସଂସଦ ଭବନ

୧୯ ତାରିଖ ଗଣେଶ ପୂଜାରୁ ନୂଆ ସଂସଦ ଭବନରେ ଅଧିବେଶନ।

୧୮ ତାରିଖରେ ପୁରୁଣା ଭବନରେ ଆରମ୍ଭ ହେବ ସ୍ୱତନ୍ତ୍ର ଅଧିବେଶନ।

୧୮ରେ ପୁରୁଣା ଭବନରେ ଆରମ୍ଭ ପରେ ୧୯ରେ ନୂଆ ଭବନରେ ଚାଲିବ ଅଧିବେଶନ।


error: Content is protected !!