ରାଞ୍ଚିରୁ ଆଉ ୫ ସିମ୍‌ବକ୍ସ ଜବତ କଲା ଭୁବନେଶ୍ବର ପୋଲିସ


-ରାଞ୍ଚିରୁ ଆଉ ୫ ସିମ୍‌ବକ୍ସ ଜବତ କଲା ଭୁବନେଶ୍ବର ପୋଲିସ
-୨୧୯ ଆକ୍ଟିଭ ସିମ୍‌ , ୪୦ ଇନ ଆକ୍ଟିଭ୍‌ ସିମ୍‌ ଜବତ
-ରାଉଟର , ବ୍ୟାଟେରି , ମୋଡେମ , ସ୍ମାର୍ଟ ୱାଚ୍‌ ଜବତ
-ପ୍ରତି ସପ୍ତାହରେ ଥରେ ରାଞ୍ଚି ଭଡ଼ା ଘରକୁ ଆସୁଥିଲା ରାଜୁ
-ପ.ବଙ୍ଗରେ ରାଜୁକୁ ସିମ୍‌ବକ୍ସ ଦେଇଥିଲା ଅସାଦୁର ଜମାନ
-ପ.ବଙ୍ଗରୁ ସିମ୍‌ବକ୍ସକୁ ଟ୍ରେନ ଯୋଗେ ରାଞ୍ଚି ଆଣିଥିଲା.


error: Content is protected !!