ସରକାରୀ *ଅର୍ଥ ର ଧଜିଆ ଉଡ଼ିଛି


ସରକାରୀ *ଅର୍ଥ ର ଧଜିଆ ଉଡ଼ିଛି : ଏ ହେଉଛି ଗୋପାଳପୁର ପଞ୍ଚାୟତ ର ଏକ ବିକଶିତ ଘର ::: ଏହି ଘରଟିକୁ ପ୍ରଥମେ ବାତ୍ୟା ଆଶ୍ରୟ ସ୍ଥଳୀ ନାମ ଦିଆଯାଇଥିଲା ପରବର୍ତ୍ତୀ ସମୟରେ ଏହା ଏକ ଜନ ସେବା କେନ୍ଦ୍ର କରାଗଲା | ଆଉ ଏବେ ଏହାର ଝରକା ତଡ଼ା ଗଲା || ଆଗାମୀ ଦିନରେ ଏହି ଘର ଟି ନିର୍ଜୀଵ ଭୁତ କୋଠି ସାଜିବ ବୋଧୁଏ || ଏଠି ପ୍ରଶ୍ନ ଉଠୁଛି ଏ ସରକାରୀ ଯୋଜନା କାହା ପାଇଁ ଏଠି???? ଲକ୍ଷା ଧିକ ଟଙ୍କା ଏମିତି କାହିଁକି ବାଟମାରଣା କରାଯାଉଛି :::: ଏହାର ଉତ୍ତର ଦେଇ ପାରିବେ କି ରାଜ୍ୟ ସରକାରୀ 👆👆👆


error: Content is protected !!