ଡିସେମ୍ବର ସୁଦ୍ଧା ଶିକ୍ଷାନୁଷ୍ଠାନକୁ ପଟା


ଡିସେମ୍ବର ସୁଦ୍ଧା ଶିକ୍ଷାନୁଷ୍ଠାନକୁ ପଟା’
-ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ସରକାରୀ ପଟା ଦିଆଯିବ
-ବିଧାନସଭାରେ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ
-‘୨୪ ବର୍ଷର ସରକାର ସମୟରେ ଅନେକ ଶିକ୍ଷାନୁଷ୍ଠାନର ନିଜସ୍ବ ଜମି ନାହିଁ’
-ଅନ୍ୟ କାହା ଜମିରେ ସ୍କୁଲ, କଲେଜ ଚାଲିଥିଲା- ସୁରେଶ ପୂଜାରୀ
-‘ପ୍ରାଥମିକ ସ୍କୁଲଠୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ପଟା ମିଳିବ


error: Content is protected !!