ଚିକିଟି ବିଧାୟକ ଙ୍କ ବିସ୍ପୋରକ ବୟାନ !


ଚିକିଟି ମଦ ମୃତ୍ୟୁ ମାମଲା ରେ ବିଜେଡି ଲିଙ୍କ ।

  • ବିଜେଡିର ବରିଷ୍ଠ ସଂଗଠକ “ସୁରେନ୍ଦ୍ର ମଣ୍ଡଳଙ୍କ ” ନାମରେ ଆଣିଲେ ସାଙ୍ଘାତିକ ଅଭିଯୋଗ ।
  • ସମ୍ପୂର୍ଣ୍ଣ ଚିକିଟି ରେ ଚୋର ମଦ ପଛରେ ରହିଛି ତାଙ୍କରି ହାତ ।
  • ଏଥିରେ ସମ୍ପୃକ୍ତି ଥିବା ବ୍ୟକ୍ତି ଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ – ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ।

error: Content is protected !!