ଗ୍ୟାଙ୍ଗୱାର: ଜେଲ୍‌ରେବଡ଼ଧରଣରଚଢ଼ାଉ


-ବଲାଙ୍ଗିର ଜେଲ୍‌ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ାଉ
-ବଲାଙ୍ଗିର ଜେଲ୍‌ରେ ଗାଙ୍ଗୱାର ଖବର ପ୍ରକାଶ ପରେ ଚଢ଼ାଉ
-ଏସ୍‌ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ବଡ଼ଧରଣର ଚଢ଼ାଉ
-ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୯ ଅଫିସର ସାମିଲ
-ବିଡ଼ି, ସିଗାରେଟ୍, ଦିଆସିଲ୍ ଓ ଅନ୍ୟ ନିଶାଦ୍ରବ୍ୟ ଜବତ
-ଜେଲ୍ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଜେଲର୍‌ଙ୍କ ସନ୍ଦେହ


error: Content is protected !!