ଆସିଲା ସୁଭଦ୍ରା SOP..


ଆସିଲା ସୁଭଦ୍ରା SOP…
ବିଧାନସଭାରେ ଆସିଲା ‘ସୁଭଦ୍ରା’ ଯୋଜନା SOP
ଗୃହରେ SOP ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କାଲି କ୍ୟାବିନେଟ୍‌ରେ SOP ପାରିତ ହୋଇଥିବା କହିଲେ
୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା


error: Content is protected !!