ଗିରଫ ହୋଇପାରନ୍ତି ସନ୍ଦୀପ ଘୋଷ


ଗିରଫ ହୋଇପାରନ୍ତି ସନ୍ଦୀପ ଘୋଷ -କୋଲକାତା ଲଜ୍ଜା: ସନ୍ଦୀପ ଘୋଷଙ୍କ ନାଁରେ ଏତଲା କଲା ସିବିଆଇ
-ଆର୍‌.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ
-ସିବିଆଇର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଏତଲା ଦାୟର
-ଏତଲା କପି ସିଜେଏମ୍‌ କୋର୍ଟରେ ଦାଖଲ କଲା ସିବିଆଇ
-ସିବିଆଇର ଏତଲା ପରେ ସନ୍ଦୀପ ଘୋଷଙ୍କ ଗିରଫ ସମ୍ଭାବନା ବଢ଼ିଲା


error: Content is protected !!