୭ ଜଣଙ୍କୁ ନେଲେ ତାରାଙ୍କୁ ନେଲେନି


୭ ଜଣଙ୍କୁ ନେଲେ ତାରାଙ୍କୁ ନେଲେନି
-ପିସିସି ଷ୍ଟିୟରିଂ କମିଟିରେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ସାମିଲ
-ଶରତ, ନିରଞ୍ଜନ, ପ୍ରସାଦ, ନରସିଂହ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ
-ରାମ ଖୁଣ୍ଟିଆ, ସାଲୁଜା, ଶରତ ରାଉତ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ
-୭ ବରିଷ୍ଠଙ୍କୁ ନିଆଯାଇଥିଲେ ବି ତାରା ବାହିନୀପତିଙ୍କୁ ନିଆଗଲାନି
-ପୂର୍ବରୁ ୧୪ ଜଣିଆ ଷ୍ଟିୟରିଂ କମିଟିରେ ସ୍ଥାନ ପାଇନଥିଲେ ତାରା


error: Content is protected !!