ଗିରଫ ହେଲେ OSRTC ସିଏଓ ବିଜୟ ମଙ୍ଗରାଜ


ଗିରଫ ହେଲେ OSRTC ସିଏଓ ବିଜୟ ମଙ୍ଗରାଜ
-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ
-ରେଡ୍ ବେଳେ ଭୁବନେଶ୍ବରରେ ୨ଟି ଫ୍ଲାଟ୍‌ ଓ ୨ଟି ପ୍ଲଟ୍‌ ଠାବ
-ମଙ୍ଗରାଜଙ୍କ କେରଳରେ ୨ ମହଲା କୋଠା ଠାବ
-୧.୪୭ କୋଟି ଟଙ୍କାର ବ୍ୟାଙ୍କ ଜମା , ୫୦୦ ଗ୍ରାମ ସୁନା ଠାବ
-୨ଟି ଚାରିଚକିଆ ଯାନ , ୧୭.୭୦ ଲକ୍ଷ ଟଙ୍କାର ସାମଗ୍ରୀ ଠାବ!.


error: Content is protected !!