ବାତ୍ୟା ଆଶଙ୍କା ଭିତରେ ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କଲା ଘୂର୍ଣ୍ଣିବଳୟ । ଥାଇଲାଣ୍ଡ ଉପସାଗର ସଂଲଗ୍ନ ମିଆଁମାର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
More Stories
1win Official App Review – Bonuses, Payments, Mobile Play & Security
1win casino bonus security guide
ଦେଶବିରୋଧୀ କଣ୍ଟେଣ୍ଟରୁ ଦୂରେଇ ରୁହ;ଟିଭି ଚ୍ୟାନେଲ୍କୁ ସରକାରଙ୍କ କଡ଼ା ଚେତାବନୀ