ଆଜି ଭୂବନେଶ୍ୱରରେ ଆୟୋଜିତ ଅଲ ଓଡିଶା ରିପୋର୍ଟସ୍ ଆସୋସିଏସନ ପ୍ରତିଷ୍ଠା ଦିବସ


ଆଜି ଭୂବନେଶ୍ୱରରେ ଆୟୋଜିତ ଅଲ ଓଡିଶା ରିପୋର୍ଟସ୍ ଆସୋସିଏସନ ପ୍ରତିଷ୍ଠା ଦିବସରେ ଦୁର୍ନୀତି ବିରୁଦ୍ଧରେ ଏବଂ ଜନସାଧାରଣଙ୍କ ମୌଳିକ ଅଧିକାର ପାଇଁ ସଦାସର୍ବଦା ସଂଗ୍ରାମ କରୁଥିବା ସୂଚନାଅଧିକାର କର୍ମୀ ଜିତେନ୍ଦ୍ର ସାହୁଙ୍କୁ ସମ୍ଭର୍ଦ୍ଧିତ କରାଯାଇଛି।


error: Content is protected !!