ଆସନ୍ତା ସାଢ଼େ ୪ରୁ ୫ ବର୍ଷ ମଧ୍ୟରେ ସରିବ ସବୁ ରେଳ ପ୍ରକଳ୍ପ


ଆସନ୍ତା ସାଢ଼େ ୪ରୁ ୫ ବର୍ଷ ମଧ୍ୟରେ ସରିବ ସବୁ ରେଳ ପ୍ରକଳ୍ପ
-ମଂଜୁର ହୋଇଥିବା ସବୁ ରେଳ ପ୍ରକଳ୍ପ ୫ ବର୍ଷ ମଧ୍ୟରେ ସରିବ
-ନୂଆ ଲାଇନ ଘୋଷଣା ଅବସରରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା
-‘୧୦ ବର୍ଷ ତଳେ ଦୈନିକ ହାରାହାରି ୪ କିମି ନୂଆ ଲାଇନ ହେଉଥିଲା’
-‘ଏବେ ଦୈନିକ ୧୪.୫ କିମି ନୂଆ ରେଳ ଲାଇନ ନିର୍ମାଣ ହେଉଛି’
-ଗତବର୍ଷ ୫୩୦୦ କିମି ରେଳ ଲାଇନ ନିର୍ମାଣ କରାଯାଇଛି- ଅଶ୍ୱିନୀ ବୈଷ୍ଣବ.


error: Content is protected !!