ହାଣ୍ଡିଭଙ୍ଗା ଗ୍ରାମ ର ✓ଭାବଗ୍ରାହୀ ମଲ୍ଲିକ ଙ୍କ ମୃତ୍ୟୁ


ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କେରିଲୋ ଗ୍ରାମ ପଞ୍ଚାୟତର ହାଣ୍ଡିଭଙ୍ଗା ଗ୍ରାମ ର ✓ଭାବଗ୍ରାହୀ ମଲ୍ଲିକ ଙ୍କ ମୃତ୍ୟୁ ଖବର ପାଇ ମାହାଙ୍ଗାର ପ୍ରିୟ ବିଧାୟକ ଶ୍ରୀମାନ ଶାରଦା ପ୍ରଧାନ,ତାଙ୍କ ବାସ ଭବନ ରେ ପହଞ୍ଚି ଶୋକ ସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କଲେ l


error: Content is protected !!