ଭିଜିଲାନ୍ସ ଜାଲରେ ବାଲେଶ୍ବର DEO ଅଫିସ କିରାଣୀ


ଭିଜିଲାନ୍ସ ଜାଲରେ ବାଲେଶ୍ବର DEO ଅଫିସ କିରାଣୀ
କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍‌
ଶେରଗଡ଼ ଛକ ସ୍ଥିତ ମାର୍କେଟ କମ୍ପେକ୍ସରେ ଚଢ଼ାଉ
ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ
ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ରେଡ୍‌
ରେଡ୍‌ରେ ୨ଜଣ ଅତିରିକ୍ତ SP, ୪ DSP, ୭ ଇନସ୍ପେକ୍ଟର, ୫ ASI ସାମିଲ


error: Content is protected !!