ସୁଭଦ୍ରା ଟୋଲ୍‌ ଫ୍ରି ନମ୍ବର ୧୪୬୭୮


ସୁଭଦ୍ରା ଟୋଲ୍‌ ଫ୍ରି ନମ୍ବର ୧୪୬୭୮
-ସୁଭଦ୍ରା ପାଇଁ ଟୋଲ୍‌ ଫ୍ରି ନମ୍ବର ଜାରି କଲେ ରାଜ୍ୟ ସରକାର
-ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ୧୪୬୭୮
-ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ନମ୍ବର
-ଏହି ସମୟ ମଧ୍ୟରେ ଯେକେହି ଫୋନ୍‌ କରି ସୁଭଦ୍ରା ତଥ୍ୟ ପାଇପାରିବେ


error: Content is protected !!