ଅକ୍ଟୋବର ୪ତାରିଖରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା


ଷାଣ୍ମାସିକ ପରୀକ୍ଷା ସୂଚୀ ଜାରି କଲା ମାଧ୍ୟମିକ ଶିକ୍ଷା ବୋର୍ଡ ଦିନ ୧୦ଟାରୁ ୧୨ଟା ୩୦ ପ୍ରଥମ, ସାଢ଼େ ୧ଟାରୁ ୪ଟା ୨ୟ ସିଟିଂ ୪ରେ ପ୍ରଥମ ସିଟିଂରେ ଓଡ଼ିଆ, ଦ୍ୱିତୀୟ ସିଟିଂରେ ଇଂରାଜୀ ପରୀକ୍ଷା ୫ରେ ଗଣିତ, ୬ରେ ବିଜ୍ଞାନ, ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ୭ ତାରିଖ ଦ୍ୱିତୀୟ ସିଟିଂରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା।


error: Content is protected !!