ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଲି। ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କାଞ୍ଚଲି


ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଲି। ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କାଞ୍ଚଲି I ଅଣ୍ଟାରୁ କାଢ଼ିଲେ ମାଏ ରତ୍ନ ଓଢ଼ିଆଣୀ। ନାସିକାରୁ କାଢ଼ିଲେ ସେ ମୁକୁତା ବସଣୀ ! ଦୁଇ କର୍ଣ୍ଣରୁ କାଢ଼ିଲେ ହୀରାର କୁଣ୍ଡଳ । ଗଳାରୁ କାଢ଼ିଲେ ଯେ ଦୋସରୀ ଚିନାମାଳ I ପାଦରୁ କାଢ଼ିଲେ ଦେବୀବାଜେଣୀ ନୂପୁର । ଅଙ୍ଗୁଷ୍ଠିରୁ କାଢ଼ିଲେ ଯେ ଝୁଣ୍ଟିଆ ସତ୍ବର II ଅନ୍ୟ ଅଳଙ୍କାରମାନ କି କହିବି ଆଉ। ରୁଣ୍ଡ କଲାରୁ ଦିଶିଲା ସବୁ ଦାଉ ଦାଉ I ସବୁ ଅଳଙ୍କାରମାନ ଏକଠାବ କଲେ। ରଖ । ଦୀନବନ୍ଧୁ ଏହା ବୋଲି ସମର୍ପିଲେ…🌹🙏🙏🙏🌹


error: Content is protected !!