ବ୍ୟାଙ୍କ ଆକାଉଣ୍ଟରୁ ୨.୩୦ କୋଟି ଲୁଟ୍
ମହିଳା ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨.୩୦ କୋଟି ଟଙ୍କା ଲୁଟ୍
କଟକ ବକ୍ସିବଜାର ଆକ୍ସିସ ବ୍ୟାଙ୍କର ଘଟଣା
ବ୍ୟାଙ୍କର ରିଲେସନସିପ ମ୍ୟାନେଜର କ୍ଷୀରୋଦ ନାୟକ ଗିରଫ
ଠକେଇ ଟଙ୍କାରୁ ୨୦ ଲକ୍ଷ ଟଙ୍କା ଫ୍ରିଜ କଲା କ୍ରାଇମବ୍ରାଞ୍ଚ
କ୍ଷୀରୋଦଠାରୁ ୩୨ଟି ATM କାର୍ଡ, ୫ଟି ପାସବୁକ ଜବତ
୩୭ଟି ଚେକ୍ବୁକ ମଧ୍ୟ ଜବତ କଲା କ୍ରାଇମବ୍ରାଞ୍ଚ
ମହିଳାଙ୍କ ସ୍ଥାୟୀ ଜମାରୁ ଚଞ୍ଚକତା କରି ଋଣ ନେଇଥିଲା କ୍ଷୀରୋଦ
ଋଣ ଟଙ୍କାକୁ ନିଜ ପରିବାର ଲୋକଙ୍କ ନାଁରେ ଜମା କରିଥିଲା
More Stories
ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା ରାଜ୍ୟ ସଭା ରେ ଦେଇଥିବା ଉଦବୋଧନ
ରାହୁଲ ଗାନ୍ଧୀ ଠେଲି ଦେଲେ: ପ୍ରତାପ