ମୋର ବିଶ୍ୱାସ,ନିଜର ଆତ୍ମସମ୍ମାନ ଓ ସମାଜର ଦଳିତ ଓ ଅବହେଳିତଙ୍କ ଲାଗି ସମ୍ବେଦନଶୀଳତା


‘ମୋର ବିଶ୍ୱାସ,ନିଜର ଆତ୍ମସମ୍ମାନ ଓ ସମାଜର ଦଳିତ ଓ ଅବହେଳିତଙ୍କ ଲାଗି ସମ୍ବେଦନଶୀଳତା ସହ ପାରୁ ପର୍ଯ୍ୟନ୍ତ ମୁଁ ଏକ ସଚୋଟ ଜୀବନ କଟେଇଛି। ସମ୍ପୂର୍ଣ ସନ୍ତୋଷଜନକ ଭାବରେ ମାନବଜାତିର ସେବା ଲାଗି ମତେ ସୁଯୋଗ ଦିଆଯାଇନାହିଁ। ତେବେ ମୁଁ ଚେଷ୍ଟା କରିଛି- ଯଦି ଅସଫଳ ହୋଇଛି ତାର କାରଣ ମୁଁ ନୁହେଁ’- ପ୍ରଦ୍ୟୁମ୍ନ ବଳ (୧୯୩୨-୧୯୯୯)


error: Content is protected !!