ଏସିଆ କପ୍‌ ମ୍ୟାଚରେ ଭାରତର ବିଶାଳ ୩୫୬ ରନ୍‌


•ଏସିଆ କପ୍‌ ମ୍ୟାଚରେ ଭାରତର ବିଶାଳ ୩୫୬ ରନ୍‌।

•ପାକିସ୍ତାନ ବିରୋଧରେ ବିଶାଳ ସ୍କୋର କଲା ଭାରତ।

•କୋହଲି ଓ ରାହୁଲଙ୍କ ଅପରାଜିତ ଶତକ ଅର୍ଜନ।

•ବିରାଟ କୋହଲିଙ୍କ ଅପରାଜିତ ୧୨୨ ରନ୍‌।

•କେ.ଏଲ୍‌ ରାହୁଲଙ୍କ ଅପରାଜିତ ୧୧୧ ରନ୍‌।

•କୋହଲିଙ୍କ ୧୨୨ ରନ୍‌ରେ ୩ ଛକା , ୯ ଚୌକା।

•ରାହୁଲଙ୍କ ୧୧୧ ରନ୍‌ରେ ୨ ଛକା , ୧୨ ଚୌକା।


error: Content is protected !!