ଓଡିଶା ରାଜ୍ୟର ୧ ଲକ୍ଷ ୩୦ ହଜାର ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଦୀର୍ଘ ଦିନ ହେବ ରାଜ୍ୟ ସରକାରଙ୍କ ପାଖରେ ୫ ଦଫା ଦାବିକରି ଆସୁଛନ୍ତି


ଓଡିଶା ରାଜ୍ୟର ୧ ଲକ୍ଷ ୩୦ ହଜାର ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଦୀର୍ଘ ଦିନ ହେବ ରାଜ୍ୟ ସରକାରଙ୍କ ପାଖରେ ୫ ଦଫା ଦାବିକରି ଆସୁଛନ୍ତି | ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଦାବି ପୂରଣ ନ କରିବାରୁ ଗତ ୮ ଦିନ ହେବ ସାରା ରାଜ୍ୟରୁ ୧ ଲକ୍ଷ ୩୦ ହଜାର ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ସମସ୍ତ ପ୍ରାଥମିକ ସ୍କୁଲ ବନ୍ଦ କରି ଧାରଣାରେ ବସିବା ଯୋଗୁ ରାଜ୍ୟରୁ ପ୍ରାୟ ୪୦ ଲକ୍ଷ ଛାତ୍ର ଛାତ୍ରୀଙ୍କର ପାଠପଢା ବନ୍ଦ ହେବା ଘଟଣାରେ ଜାତୀୟ ମାନବ ଅଧିକାର କମିଶନଙ୍କ ଏନ.ଏଚ.ଆର.ସି କେଶ ନମ୍ବର ୧୫୨୩୬/୨୦୨୩ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |


error: Content is protected !!