ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଏକମାତ୍ର କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଡ ଭଉଣୀ ସୁଲେଖିକା ଗୀତା ମେହେଟାଙ୍କର ଦିଲ୍ଲୀରେ ପରଲୋକ ହୋଇଛି


ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଏକମାତ୍ର କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଡ ଭଉଣୀ ସୁଲେଖିକା ଗୀତା ମେହେଟାଙ୍କର ଦିଲ୍ଲୀରେ ପରଲୋକ ହୋଇଛି । ସେଭଳି ଜଣେ ବାଗ୍ମୀ ମହିଳା ଲେଖିକାଙ୍କ ଆତ୍ମାର ସଦଗତି ହେଉ । ଏହାହିଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ।


error: Content is protected !!