ଓଡ଼ିଶାର ରାଜପଥରୁ ହଟିବ ୩୫ ଟୋଲଗେଟସମସ୍ତ ୩୫ ଟୋଲ ଗେଟ ରଦ୍ଦ କରିଦିଆଯିବ।ଯାନବାହାନ ଚଳାଚଳ ଅସୁବିଧାକୁ ଦୃଷ୍ଟିରେ ରଖି ମୁକ୍ତ ଚଳାଚଳ ଯୋଗାଇବା ଏବଂ ସାରା ରାଜ୍ୟରେ ରାସ୍ତାରେ ଯାତାୟାତରେ ଅସୁବିଧା ନହେବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ରାଜରାସ୍ତରୁ ହଟିବ ଟୋଲଗେଟ। ନିର୍ମାଣ ବିଭାଗ ଓ ଓଡିଶା ବିଲ୍ଡିଂ ଏବଂ ସିଭିଲ୍ କନଷ୍ଟ୍ରକସନ ଲିମିଟେଡ ଦ୍ବାରା ପରିଚାଳିତ ତଥା ଆରଡି ବିଭାଗ ଅଧିନରେ ଥିବା ସମସ୍ତ ୩୫ ଟୋଲ ଗେଟ ରଦ୍ଦ କରିଦିଆଯିବା। ଏହାଦ୍ବାରା ସଡ଼କ ପଥରେ ମୁକ୍ତ ଯାତାୟତ ହୋଇପାରିବ। ଏନେଇ ନିର୍ମାଣ ବିଭାଗ ତରଫରୁ ଗତକାଲି ଏକ ବିଧିବଦ୍ଧ ବିଜ୍ଞପ୍ତି ଦ୍ବାରା ସୂଚନା ଦିଆଯାଇଛି।
More Stories
୧୩ ଦିନ ହେଲା ଟଙ୍କା ନେଇ ଛୁ ପୋଷ୍ଟ ମାଷ୍ଟର କାହାର ଲକ୍ଷେ ତ କାହାର ୯୦ ହଜାର ସବୁକୁ ନେଇ ଫେରାର
ଅଭିଲିପ୍ସା ଦାସ ମହିଳା ଫୁଟବଲ ଖେଳ ପାଇଁ ସବ ଜୁନିଅର ବର୍ଗରେ ଖେଳି ଓଡିଶା ପାଇଁ ଗୌରବ
ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ପୁଣି ଦୁର୍ଘଟଣା, ଚାଲିଗଲା ଦୁଇ ଜଣଙ୍କ ଜୀବନ