ନୂଆଦିଲ୍ଲୀ,୧୯।୯: ଆଜି ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ। ଆଜିଠାରୁ ନୂତନ ସଂସଦ ଗୃହରେ ସଂସଦର ପ୍ରକ୍ରିୟା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସମସ୍ତ ଏମ୍ପି ନୂତନ ସଂସଦ ଗୃହରେ ପହଞ୍ଚି ନିଜ ନିଜ ଆସନ ଗ୍ରହଣ କରିଛନ୍ତି।ଲୋକ ସଭା ବାଚସ୍ପତିଙ୍କ ସମ୍ବୋଧନ ସହିତ ଗୃହ ପ୍ରକ୍ରିୟା ଆରମ୍ଭ ହେବା ସହିତ ସହିତ ଦେଶର ଗଣତନ୍ତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି।
More Stories
୧୩ ଦିନ ହେଲା ଟଙ୍କା ନେଇ ଛୁ ପୋଷ୍ଟ ମାଷ୍ଟର କାହାର ଲକ୍ଷେ ତ କାହାର ୯୦ ହଜାର ସବୁକୁ ନେଇ ଫେରାର
ଅଭିଲିପ୍ସା ଦାସ ମହିଳା ଫୁଟବଲ ଖେଳ ପାଇଁ ସବ ଜୁନିଅର ବର୍ଗରେ ଖେଳି ଓଡିଶା ପାଇଁ ଗୌରବ
ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ପୁଣି ଦୁର୍ଘଟଣା, ଚାଲିଗଲା ଦୁଇ ଜଣଙ୍କ ଜୀବନ