ମହାନଦୀ ମୁହାଣରେ ବୁଡିଲା ଡଙ୍ଗା, ୯ ନିଖୋଜ


ପାରାଦୀପ : ପାରାଦୀପ ମହାନଦୀ ମୁହାଣରେ ବୁଡ଼ିଗଲା ଡଙ୍ଗା । ନେହେରୁ ବଙ୍ଗଳା ନିକଟ ମୁହାଣରେ ଡଙ୍ଗା ବୁଡ଼ି ୯ ନିଖୋଜ । ମେରାଇନ୍ ପୋଲିସ ଓ ମତ୍ସ୍ୟଜୀବୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଧିକ ଜୋରରେ ଢେଉ ଉଠୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ । ଉଦ୍ଧାର ପାଇଁ କୋଷ୍ଟଗାର୍ଡ ସାହାଯ୍ୟ ମଗାଗଲା ।


error: Content is protected !!