ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା


• ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା।

• ଓଡ଼ିଶାକୁ ପୁଣି ବାତ୍ୟା ଭୟ ।

• ଅକ୍ଟୋବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା , ଆଣିପାରେ ପ୍ରବଳ ବର୍ଷା।

•ସେପ୍ଟେମ୍ବର ଶେଷ ଆଡ଼କୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା।


error: Content is protected !!