୨ମାସରେ ଚାର୍ଜଫ୍ରେମ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ


• ୨ ମାସରେ ଚାର୍ଜଫ୍ରେମ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

• ବିଳମ୍ବ ହୋଇ ୬ ମାସ ପରେ ଗତକାଲି ଚାର୍ଜଫ୍ରେମ ହୋଇଛି।

• ସମୟ ବଡ଼ ବଳବାନ, ସମୟ ସବୁ କଥାର ଜବାବ ଦେବ- ପ୍ରଭାତ।

• କାଗଜପତ୍ର ଟାମ୍ପରିଂ ଅଭିଯୋଗକୁ ନେଇ ପ୍ରତିକ୍ରିୟା।

• ଯେଉଁମାନେ ଟାମ୍ପରିଂ କରିଛନ୍ତି ତଦନ୍ତରେ ଧରାପଡିବେ- ପ୍ରଭାତ।


error: Content is protected !!