ଭୁବନେଶ୍ୱରର ଏକ ହୋଟେଲରେ ଅମିତ ଶାହ ପାଣ୍ଡିଆନ ଆଲୋଚନା ପ୍ରସଙ୍ଗ:ଜୟ ନାରାୟଣ ମିଶ୍ର କହିଲେ


ଭୁବନେଶ୍ୱରର ଏକ ହୋଟେଲରେ ଅମିତ ଶାହ-ପାଣ୍ଡିଆନ ଆଲୋଚନା ପ୍ରସଙ୍ଗ: ଜୟ ନାରାୟଣ ମିଶ୍ର କହିଲେ।ହୋଟେଲରେ ପାଣ୍ଡିଆନଙ୍କୁ ଧମକାଇଥିଲେ ଅମିତ ଶାହ କାହିଁକି ଆଗୁଆ ନିର୍ବାଚନ କରିବ ବୋଲି ପ୍ରଶ୍ନ କରିଥିଲେ।ବିଧାନସଭା ଭାଙ୍ଗିବା ଅଧିକାର ନାହିଁ ବୋଲି ସଫା ଶୁଣାଇଥିଲେ।ନଚେତ୍‌ ଆମେ ରାଷ୍ଟ୍ରପତି ଶାସନ ଲାଗୁ କରିବୁ ବୋଲି ଧମକ ଦେଇଥିଲେ।


error: Content is protected !!