ପୁରୀରୁ ଲୋକସଭା ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ


ପୁରୀରୁ ଲୋକସଭା ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ଲଢ଼ିପାରନ୍ତି।ମୋଦି ପୁରୀରୁ ଲଢ଼ିବେ କହିଲେ ଜୟନ୍ତ ଷଡ଼ଙ୍ଗୀ ପୁରୀ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ବଡ଼ ସୂଚନା ‘ମୋଦି ପୁରୀରୁ ଲୋକସଭା ଲଢ଼ିବେ ବୋଲି ଶୁଣିଛି’।


error: Content is protected !!