ପାକିସ୍ତାନର ଅଧୁରା ସ୍ୱପ୍ନଆଜି ICC ପୁରୁଷ ବିଶ୍ୱକପ କ୍ରିକେଟର ହାଇ ଭୋଲ୍ଟଜ ମ୍ୟାଚରେ ପାକିସ୍ତାନ ପୁଣି ପରାସ୍ତ ଆଜି ଭାରତ ତାର ପାରମ୍ପରିକ ଚିରାଚରିତ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ବିଶ୍ୱ କପରେ କ୍ରମାଗତ ଅଷ୍ଟମ ଥର ପାଇଁ ପରାସ୍ତ କରିଛି


ପାକିସ୍ତାନର ଅଧୁରା ସ୍ୱପ୍ନଆଜି ICC ପୁରୁଷ ବିଶ୍ଵକପ କ୍ରିକେଟର ହାଇ ଭୋଲ୍ଟଜ ମ୍ୟାଚରେ ପାକିସ୍ତାନ ପୁଣି ପରାସ୍ତ ଆଜି ଭାରତ ତାର ପାରମ୍ପରିକ ଚିରାଚରିତ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ବିଶ୍ୱକପରେ କ୍ରମାଗତ ଅଷ୍ଟମ ଥର ପାଇଁ ପରାସ୍ତ କରିଛି ସୂଚନା ଯୋଗ୍ୟ ଯେ ପାକିସ୍ତାନ କେବେବି ବିଶ୍ୱକପରେ ଭାରତକୁ ପରାସ୍ତ କରିବାର ସ୍ୱାଦଚାଖି ନାହିଁ ପୂର୍ବରୁ ଭାରତୀୟ ଦଳ ପାକିସ୍ତାନକୁ 7 ଥର ମାତ ଦେଇଛି ମାତ୍ର ପାକିସ୍ତାନ 0-7ରେ ହାର ମାନିଛି ତେଣୁ ଆଜିର ଏହି ଅଷ୍ଟମ ମ୍ୟାଚକୁ ପାକିସ୍ତାନ ଜିତିବାକୁ ଚେଷ୍ଟା କରିବ ମାତ୍ର ଭାରତ ପୂର୍ବ ରେକର୍ଡକୁ ବଜାୟ ରଖିବାକୁ ଚେଷ୍ଟା ଜାରିରଖିବ କିଛି ଦିନ ପୂର୍ବରୁ ଭାରତୀୟ ଦଳ ଏସିୟା କପରେ ମଧ୍ୟ ପାକିସ୍ତାନକୁ ହରାଇ ମନୋବଳ ଦୃଢ ରଖିଛି କିଙ୍ଗ କୋହଲି ସବୁବେଳେ ପାକିସ୍ତାନ ପାଇଁ ବିଜୟର ବାଧକ ସାଜିଛନ୍ତି ତେଣୁ ତାଙ୍କୁ ପାକିସ୍ତାନ ଦଳର ହାଲ ଭୟ କୋହଲି ରନ ଚେଜ ମାଷ୍ଟର ମଧ୍ୟ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି ମୋଟାମୋଟି ଭାବେ ଭାରତୀୟ ଦଳ ଏବେ ଭଲ ସ୍ଥିତିରେ ଅଛନ୍ତି ବିଶ୍ୱକପର ପ୍ରଥମ ପ୍ରଜାୟର ଦୁଇଟି ଯାକ ମ୍ୟାଚ ଜିତି ଉଭୟ ଦଳର ମନୋବଳ ଭଲ ଅଛି ଏହି ମ୍ୟାଚ ଦେଖିବା ପାଇଁ ସାରା ଦୁନିଆର କ୍ରିକେଟ ପ୍ରେମୀ ଚାତକ ପରି ଚାହିଁ ଥିଲେ ଷ୍ଟାଡିୟମ ପୁରା ଖଚାଖଚ୍ଚ ଭିଡ କୁ ରାସ୍ତା ଘାଟ ଶୂନ ସାନ ସମସ୍ତ ଙ୍କ ମନରେ ଉତ୍ସାହ ଓ ଉଦିପନା ଦେଖଯାଇଥିଲା ରୋହିତ ଶର୍ମା ଟସ ଜିଣି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲେ ପାକିସ୍ତାନ ଭଲ ଆରମ୍ଭ କରିଥିଲେ ମଧ୍ୟ 191 ରନ କରି ସମସ୍ତ ଉଇକେଟ ହରାଇଥିଲା ଯାହାକୁ ରୋହିତ ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ. ମାତ୍ର 3 ଟି ଉଇକେଟ ହରାଇ 19 ଓଭର ନାକି ଥାଇ 192 ରନ କରିବା ସହିତ ବିଜୟ ହାସଲ କରିଥିଲା ଏଥିସହିତ ପାକିସ୍ତାନ ର ବିଶ୍ୱ କପ ରେ ହରାଇବା ଅଧୁରା ରହିଗଲା ଓ ଭାରତ ପୂର୍ବ ରେକର୍ଡ ବଜାୟ ରଖିଛି।ଚଳିତ ବିଶ୍ୱକପରେ ତିନୋଟି ମ୍ୟାଚ ରେ ତିନୋଟି ଯାକ ମ୍ୟାଚ ଜିତି ଟେବୁଲରେ ଶୀର୍ଷ ସ୍ଥାନରେ ଅଛି।


error: Content is protected !!