ରାଜଧାନୀ ଜଗିବେ ୩୧ ପ୍ଲାଟୁନ୍


• ପାର୍ବଣ ସମୟରେ ରାଜଧାନୀରେ କମିଶନରେଟ୍ ପୋଲିସର ପ୍ରସ୍ତୁତି।

• ଭୁବନେଶ୍ୱରରେ ମୁତୟନ ହେବେ ୩୧ ପ୍ଲାଟୁନ ଫୋର୍ସ।

• ପ୍ରେସମିଟ୍‌ରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା।

• ‘୧୨ ଅତିରିକ୍ତ ଡିଏସ୍‌ପି, ୨୩ ଏସିପି, ୪୧ ଇନ୍ସପେକ୍ଟର ନିୟୋଜିତ ହେବେ’।


error: Content is protected !!