ବିଦୂତ ବିଭାଗର ଖୋଲିବ ଗୁମର


ନିଶ୍ଚିନ୍ତକୋଇଲି ବିଦୂତ ବିଭାଗର ଖୋଲିବ ଗୁମର ବିନା ଟେଣ୍ଡର ଓ ବିନା ଏସ୍ଟିମେଣ୍ଟରେ ଘୋରୋଇ ସଂସ୍ଥା ମାନଂକୁ ଦିଆଯାଇଛି ବିଦୂତ କିଛି ଦିନ ତଳେ ଭିଜିଲାସନ୍ସ ଏକ ଟିମ ଆସି କାଗଜ ପତ୍ର ଯାଞ୍ଚ କରିଥିଲା। ନିଶ୍ଚିନ୍ତକୋଇଲି ବିଦୂତ ବିଭାଗର କର୍ମଚାରିମାନେ ଇଲେକ୍ଟ୍ରି ବିଲ ଆଦାୟ କଲା ବେଳେ ଜୋର ଜବରଦସ୍ତ ସହିତ ଜୁଲମ କରିବା ଘଟଣା ଥାନାରେ ମଧ୍ୟ ପହଁଚିଛି l ଏମିତି ବହୁ ଘଟଣାର ପୁରା ଠୋସ ଭିଡ଼ିଓ ଆଉ ଦସ୍ତାବିତ ଦ୍ୱାରା ହେବ ଖୋଲାସା l


error: Content is protected !!