ବୁଦ୍ଧ ମନ୍ଦିର ଶୈଳୀରେ ରସୁଲଗଡ଼ ପୂଜା ମଣ୍ଡପ ତୋରଣ


ବୁଦ୍ଧ ମନ୍ଦିର ଶୈଳୀରେ ରସୁଲଗଡ଼ ପୂଜା ମଣ୍ଡପ ତୋରଣ ରସୁଲଗଡ଼ ପୂଜା କମିଟି ପ୍ରାୟ ୬୫ଫୁଟ୍ ଉଚ୍ଚ ଓ ୧୨୦ ଫୁଟ୍ ଚଉଡ଼ାରେ ଛିଡ଼ା କରିଛି ତାଇୱାନର ବୁଦ୍ଧ ମନ୍ଦିର ଶୈଳୀରେ ତୋରଣ।ଯେଉଁଥିରେ ଡ୍ରାଗନ୍ ଓ ଅନ୍ୟାନ୍ୟ ଭୟଙ୍କର ଜୀବଜନ୍ତୁଙ୍କ ପ୍ରତିମୂର୍ତ୍ତି ବି ଦେଖଣାହାରୀଙ୍କ ମନ କିଣୁଛି।


error: Content is protected !!