ଅବସରପ୍ରାପ୍ତ ଯବାନଙ୍କ ଖଣ୍ଡା ଆକ୍ରମଣରେ ପୋଲିସ ଆହତ


• ଆକ୍ରମଣରେ ଜଣେ ASI ଓ ଜଣେ କନେଷ୍ଟବଳ ଆହତ।

• କଟକ ବାଙ୍କୀ ବଜାରରେ ସର୍ବସମ୍ମୁଖରେ ଖଣ୍ଡା ଆକ୍ରମଣ।

• ଆକ୍ରମଣ କଲେ ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସ।

• ପୂର୍ଵରୁ ମଧ୍ୟ ପୋଲିସକୁ ଆକ୍ରମଣ କରିଥିଲେ ସରୋଜ।


error: Content is protected !!