ବସ୍‌ ମାଲିକ ସଂଘରେ ଫାଟ


ଘରୋଇ ବସ୍‌ ମାଲିକ ସଂଘରେ ଫାଟ।ଲକ୍ଷ୍ମୀ ଯୋଜନାକୁ ସମର୍ଥନ କଲା ବାଲେଶ୍ବର ସଂଘ। ବାଲେଶ୍ବର ଘରୋଇ ବସ୍‌ ମାଲିକ ସଂଘର ସମର୍ଥନ।ନୀତିଗତ ନିଷ୍ପତ୍ତି ନେଲେ ଆମେ ସ୍ବାଗତ କରିବୁ। ବୈଠକରୁ ଫେରି ଆସି ବାଲେଶ୍ବର ସଂଘ ସଭାପତିଙ୍କ ପ୍ରତିକ୍ରିୟା।


error: Content is protected !!