ଓଭର ବ୍ରିଜ ଉପରେ କାରରେ ଲାଗିଲା ନିଆଁ


ଖପୁରିଆ ଓଭର ବ୍ରିଜ ଉପରେ କାର ରେ ଲାଗିଲା ନିଆଁ।ପ୍ରବଳ ଜାମ ହେଇଥିବାରୁ ହଟାତ ଗାଡିଟି ଜଳିବା ଆରମ୍ଭ କରିଥିଲା।


error: Content is protected !!