ଗଞ୍ଜାମ ଜିଲ୍ଲାରେ 24 ଘଣ୍ଟା ଭିତରେ ତିନୋଟି ହତ୍ୟା କାଣ୍ଡ


ଗଞ୍ଜାମ ଜିଲ୍ଲା ରେ 24 ଘଣ୍ଟା ଭିତରେ ତିନୋଟି ହତ୍ୟା କାଣ୍ଡ ଘଟିଛି l ବୁଗୁଡ଼ା, ଶେରଗଡ଼ ଓ ବ୍ରହ୍ମପୁର ରେ ଘାଟଣ ଘଟିଥିବା ବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲାର ଦୁର୍ଦ୍ଦାନ୍ତ ଅପରାଧୀ ଦୁନିଆ ସାହୁ ଓ ତାଙ୍କ ମାଆଙ୍କୁ ଘରେପଶି ହାଣିଲେ ଦୁର୍ବୃତ୍ତ । ସଦର ଥାନା ନାରାୟଣପୁର ଗ୍ରାମରେ ଘଟଣା ଘଟିଥିବା ବେଳେ ବଡ ମେଡିକାଲ ରେ ଦୁନିଆ ର ମୁର୍ତ୍ୟୁ ହୋଇଥିବା ସୂଚନା l


error: Content is protected !!